ଆଦିବାସୀଙ୍କ ଜୀବନଧାରାରେ ଦେବଦେବୀ ବିଶ୍ୱାସ

Main Article Content

ସୁଶାନ୍ତ ଜେନା

Abstract

ପୃଥିବୀରେ ମନୁଷ୍ୟର ସୃଷ୍ଟି ହେଉଛି ପ୍ରକୃତିର ଏକ ମହାନ ସଫଳତା | ମାନବ ସଭ୍ୟତାର ଆଦି ବିକାଶ କାଳରେ ଯେଉଁମାନେ ବଣ ଜଙ୍ଗଲରେ ବାସ କରୁଥିଲେ , ସେମାନଙ୍କୁ ଆଦିମ ଅଧିବାସୀ ବା ଆଦିବାସୀ କୁହାଯାଏ | "ଆମ ଭାରତବର୍ଷରେ ଆର୍ଯ୍ୟମାନଙ୍କ ଆଗମନ ପୂର୍ବରୁ ଉର୍ବର ସମତଳ ଅଞ୍ଚଳରେ ଯେଉଁମାନେ ରହୁଥିଲେ , ସେମାନେ ହେଲେ ଭାରତର ମୂଳ ବାସିନ୍ଦା ବା ଆଦିବାସୀ | ଭାରତରେ ୭୦୦ରୁ ଉର୍ଦ୍ଧ୍ବ ଜନଜାତି ବାସ କରୁଥିବା ବେଳେ , ଓଡ଼ିଶାରେ ୬୨ଟି ପ୍ରକାର ଆଦିବାସୀ ବସବାସ କରନ୍ତି | " (୧) ଭାରତୀୟ ସଭ୍ୟତାର କ୍ରମବିକାଶରେ ଆଦିବାସୀ ସମାଜ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ଆଦିବାସୀଙ୍କ ଠାରେ ଯେଉଁସବୁ ବିଶ୍ୱାସ , ଚଳଣି , ଲୋକକଥା ଓ ନୈତିକତା ବିରାଜମାନ ହୁଏ , ତାହା ସ୍ପଷ୍ଟ ଭାବେ ଦର୍ଶାଇ ଦିଏ ଯେ ସେମାନେ ପ୍ରକୃତିକୁ ସକାଳ ସୃଷ୍ଟିର ଉତ୍ସ ଭାବେ ବିଚାର କରନ୍ତି | ସେମାନେ ଇଶ୍ୱର ବିଶ୍ୱାସୀ , ସେହି ବିଶ୍ୱାସ ହିଁ ସେମାନଙ୍କ ସବୁ ପ୍ରାଚୀନ ପରମ୍ପରା ଉପରେ ତିଷ୍ଠିରହିତାଙ୍କ ଜୀବନକୁ ପରିଚାଳିତ କରିଚାଲିଛି |

Article Details

How to Cite
ଜେନା ସ. (2023). ଆଦିବାସୀଙ୍କ ଜୀବନଧାରାରେ ଦେବଦେବୀ ବିଶ୍ୱାସ. କଳିଙ୍ଗ କୃତି (Kalinga Kruti) (KK), 2. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/100
Section
Articles