ଆଦିବାସୀ ଶିକ୍ଷାକ୍ଷେତ୍ରରେ ମାତୃଭାଷାର ମହତ୍ତ୍ୱ

Main Article Content

ଡ଼ . ପ୍ରମୋଦିନି ଜେନା

Abstract

ଭାରତ ଏକ ବହୁ ଭାଷିକ ରାଷ୍ଟ୍ର  |ବହୁବିଧ ସଂସ୍କୃତି ,ଭାଷାର ଏଠି ସମେଳନ | ବିବିଧତା ମଧ୍ୟରେ ଏକତା ଆମ ସମ୍ବିଧାନର ଲଖ୍ୟ | ତେଣୁ ପ୍ରତେକ ଭାଷା ସଂସ୍କୃତି କୁ ସମାଦର କରିବା ଆମ କର୍ତବ୍ୟ ,ପରମ୍ପରା | ସମ୍ବିଧାନ କାହା ଉପରେ ଯେପରି କୌଣସି ଆଞ୍ଚ ନ ଆସେ ତାର ବ୍ୟବସ୍ଥା ରହିଛି | ମାତ୍ର ପ୍ରଶାସନ କ୍ଷେତ୍ର ରେ ପ୍ରତେକ ଭାଷା କୁ ସମାଧିକ ଗୁରୁତ୍ୱ ଦେଇ ଶାସନ କରିବା ସମ୍ଭବ ନୁହେଁ | ଗୋଟାଏ ଅଂଚଳ ପାଇଁ ଗୋଟାଏ ପ୍ରଧାନ ଭାଷା ହେଉଛି ପ୍ରଶାସନ ର ଭାଷା | ଓଡିଶା ପ୍ରାନ୍ତ ପାଇଁ ଓଡ଼ିଆ ଯେପରି ବଙ୍ଗଳା ସେହିପରି ବଙ୍ଗର ଭାଷା | ମାତ୍ର ଗୋଟାଏ ଅଞ୍ଚଳ ବା ପ୍ରଶାସନିକ କ୍ଷେତ୍ର ମୁଖ୍ୟ ଭାଷା ସହ ସମ୍ପୂର୍ଣ ଭାବେ ପରିଚିତ | ତେଣୁ ସେମାନଙ୍କ ପାଖରେ ପ୍ରଶାସନର ମହତ୍ତ୍ୱର ଉଦେଶ୍ୟ କୁ ପହଞ୍ଚାଇବାର ଲଖ୍ୟ ହାସଲ ସେହି ଭାଷା ମାଧ୍ୟମରେ ମୁଖ୍ୟ ଭାଷା ପ୍ରତି ତାଙ୍କୁ ଆକୃଷ୍ଟ କରି ଆଣିବାକୁ ପଡିବ | ଏଇ କାର୍ଯ୍ୟ ସମ୍ପର୍ଣ କରାଯାଇପାରେ ଛୋଟ ସମୟ ରୁ ଶିକ୍ଷାୟତନ ରୁ ଆଦ୍ୟ  ସୋପାନରୁ| ଫଳତଃ ସ୍ଵ ମାତୃଭାଷା ମାଧ୍ୟମ ରେ ସେମାନେ ମୁଖ୍ୟ ଭାଷା କୁ ଶିଖି ପାରିବେ ଓ ମୁଖ୍ୟ ଧାରା ସହ ସାମିଲ ହୋଇ ପାରିବେ |

Article Details

How to Cite
ଜେନା ଡ. . ପ. (2022). ଆଦିବାସୀ ଶିକ୍ଷାକ୍ଷେତ୍ରରେ ମାତୃଭାଷାର ମହତ୍ତ୍ୱ. କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/47
Section
Articles