ଜନଜାତି ଜୀବନ ଭିତିକ ଓଡ଼ିଆ ଉପନ୍ୟାସ ଏକ ସଂକ୍ଷିପ୍ତ ଆକଳନ

Main Article Content

ଅଧ୍ୟାପିକା ଦେବହୁତୀ ପଟ୍ଟନାୟକ

Abstract

ଉପନ୍ୟାସ ,ସାହିତ୍ୟ ଜଗତ ର ସବୁଠାରୁ ଅଧିକ ପ୍ରଭାବଶାଳୀ ସୃଷ୍ଟି ଏବଂ ଏକ ବଳିଷ୍ଠ ଅଙ୍ଗ ଅଟେ |ଉପନ୍ୟାସ ର ଚରିତ୍ର ଗୁଡିକ ସମାଜ ର ସଂସ୍କାର ଅବିମୁଖୀ କ୍ଷେତ୍ର ରେ ଏହା ଏକ ବଳିଷ୍ଠ ତଥା ପ୍ରଭାବଶାଳୀ ମାଧ୍ୟମ ରୂପେ ପ୍ରମାଣିତ ହୋଇଛନ୍ତି |
ଗୋଟିଏ ଗୋଟିଏ ଶକ୍ତିଶାଳୀ ଉପନ୍ୟାସ ଦେଶ ଓ ସମାଜର ଅବିମୁଖ୍ୟ ବଦଳାଇବାରେ ସାହାଯ୍ୟ କରିଥାଏ |ଜୀବନ ସହିତ ଉପନ୍ୟାସ ର ସମ୍ପର୍କ ଅତ୍ୟନ୍ତ ନିବିତ| ଉପନ୍ୟାସ ରେ ଜୀବନ ର ଚିତ୍ର ଅତ୍ୟନ୍ତ ବିସ୍ତୁତ ଭାବେ ରୁପାୟିତ ହୋଇଥାଏ |ଏଣୁ ଓଡ଼ିଆ ସାହିତ୍ୟ ର ଜନଜାତି ଭିତିକ ଉପନ୍ୟାସ ଗୁଡିକରେ ଜନଜାତି ଜୀବନ ର ନିଚ୍ଛକ ପ୍ରତିଛବି ପ୍ରତିଫଳିତ ହୋଇଛି ଯାହା ଅନ୍ୟାନ୍ୟ ଭାରତୀୟ ଭାଷା ରେ ରଚିତ ଉପନ୍ୟାସ ରେ ଦେଖିବାକୁ ମିଳେ ନାହିଁ |ଓଡ଼ିଆ ଉପନ୍ୟାସ ସାହିତ୍ୟ ରେ ଜନଜାତି ଜୀବନର ଚିତ୍ର ଅତ୍ୟନ୍ତ ଜୀବନ୍ତ ମାର୍ମିକ ଓ ସମ୍ବେଦନଶୀଳ |


 

Article Details

How to Cite
ପଟ୍ଟନାୟକ ଅ. ଦ. (2022). ଜନଜାତି ଜୀବନ ଭିତିକ ଓଡ଼ିଆ ଉପନ୍ୟାସ ଏକ ସଂକ୍ଷିପ୍ତ ଆକଳନ . କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/50
Section
Articles