ଓଡିଶାର ଲୋକନାଟକ : ଏକ ଦୃଷ୍ଟିପାତ

Main Article Content

ପାନୁ ମିଞ୍ଜି

Abstract

ଲୋକାଶବ୍ଦ ବିଶେଷ ବ୍ୟାପକ , କନ୍ଧ,କୋହ୍ଲ ,ସାନ୍ତାଳ , ଭୁଇଁୟଠାରୁ ଆରମ୍ଭ କରି ପଲ୍ଲୀ ଓ ନଗରର ଅଶିକ୍ଷିତ , ଅର୍ଦ୍ଧଶିକ୍ଷିତ ଜନତା ଏହାର ଅନ୍ତର୍ଗତ | ଲୋକ ମଗରେ ବହୁଗୋଷ୍ଠୀ| ଏମାନଙ୍କ ସଂସ୍କୃତିକୁ ଲୋକସଂସ୍କୃତି କୁହାଯାଏ | ଏହା ବୈଦିକ ଶାସ୍ତ୍ର ବହିର୍ଭୁତ , ସ୍ୱତନ୍ତ୍ର ଭାବେ ବିକଶିତ ଅନ୍ୟ ଏକ ସଂସ୍କୃତି | ଲୋକ କଳା, ଲୋକଶିଳ୍ପ ,ଲୋକ ସାହିତ୍ୟ ପ୍ରଭୃତି ଜନତାର ସମସ୍ତ କୃତିତ୍ୱ ଘେନ ଲୋକ ସଂସ୍କୃତି ଗଠିତ | ""ଯେଉଁ ସାହିତ୍ୟକୁ ମହାନ ବିଦ୍ୟାନଠାରୁ ଗଣ୍ଡମୁର୍ଖ ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି ତାକୁ ଲୋକ ସାହିତ୍ୟ କହନ୍ତି |""(୧ )
ଲୋକମନର ସ୍ୱତଃସ୍ୱର୍ତ୍ତ ହେଉଛି ଲୋକସାହିତ୍ୟ | ଲୋକ - ନାଟକ ତହିଁରୁ ଏକ ବଳିଷ୍ଠ ବିଭାଗ | ଲୋକଙ୍କର ମନୋରଞ୍ଜନ ନିମିତ୍ତ ଯେଉଁ ନାଟକର ସୃଷ୍ଟି ତାହାହିଁ ଲୋକନାଟକ | ରସ| ନବେସି ମାନବାତ୍ମାରୁ ଏହାର ସୃଷ୍ଟି | ଓଡ଼ିଆ ଲୋକ ନାଟକ ଉତ୍କଳୀୟ ସଂସ୍କୃତିର ବାହାକ | ସଦୃଢ଼ ଐତିହ୍ୟ ଓ ଦୀର୍ଘ ପରମ୍ପରା ନେଇ ଲୋକନାଟକର ବିଭିନ୍ନ ରୂପ ପ୍ରଚଳିତ |


 




Article Details

How to Cite
ମିଞ୍ଜି ପ. (2022). ଓଡିଶାର ଲୋକନାଟକ : ଏକ ଦୃଷ୍ଟିପାତ. କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/54
Section
Articles