ଦେଶିଆ ଢଗର ଭବବୈଚିତ୍ର୍ୟ ଓ ଗଠନ ସ୍ଥାପତ୍ୟ

Main Article Content

ଡକ୍ଟର ରୁଦ୍ରାଣୀ ମହାନ୍ତି

Abstract

ପ୍ରକୃତିର ରଂଗଶାଳା କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ବସବାସ କରୁଥିବା ଜନଜାତି ସଂପ୍ରଦାୟ ଦେଶିଆଲକ ଭାବେ ପରିଚିତ | ଇତିହାସର ଅୟମାରମ୍ଭର ବହୁ ପୂର୍ବରୁ ଏହି ଅଂଚଳରେ ଅଧିବାସୀମାନଙ୍କ ଜୀବନ ଜୀବିକା କ୍ଷେତ୍ରରେ ଦେଶିଆ ବୋଲି ସଂଯୋଜକ ଭାଷା ଭାବେ ସ୍ୱୀକୃତ ହୋଇଛି | ଏହି ଭାଷାରେ ରାଶିରାଶି ଲୋକଗୀତ, କାହାଣୀ, ଢଗ, ଵାକନା, ପ୍ରଭୁତି ଜନ୍ମୁଖରେ ଅଦ୍ୟାବଧି ପ୍ରଚଳିତ ଓ ସଂଜୀବିତ | ଦେଶିଆ ଢଗ ଦେଶୀ ଲୋକର ଜୀବନାନୁଭୂତି ଓ ସକଳ ଭାବାବେଗ ସଂବେଡ଼ିତ ଅଭିବ୍ୟକ୍ତି | ତାହାର ବିଷୟ ବୈଚିତ୍ର୍ୟ o ସଂରଚନା ବିଗତିର ମୂଲ୍ୟାୟନ ସଂଗେ ସଂଗେ ତାର ସଂରକ୍ଷଣ ଓ ବିଶ୍ଳେଷଣ ଆଧୁନିକ ଭାଷାବିଜ୍ଞାନ ଅନୂସାରୀ ଅଧ୍ୟୟନ ଓ ଅନୁଶୀଳନ | ସାଂପ୍ରତିକ ସମୟର ଏକ ବଡ଼ ଆହ୍ୱାନ ହୋଇରହିଛି |

Article Details

How to Cite
ମହାନ୍ତି ଡ. ର. (2022). ଦେଶିଆ ଢଗର ଭବବୈଚିତ୍ର୍ୟ ଓ ଗଠନ ସ୍ଥାପତ୍ୟ. କଳିଙ୍ଗ କୃତି (Kalinga Kruti) (KK), 1. Retrieved from http://www.worldleadershipacademy.live/WLAJournals/List/index.php/KalingaKruti/article/view/77
Section
Articles
Author Biography

ଡକ୍ଟର ରୁଦ୍ରାଣୀ ମହାନ୍ତି, ସହକାରୀ ପ୍ରାଧ୍ୟାପିକା, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡିଶା